Advertisment

ସୁରେଶ ପୂଜାରୀ ଓ ବାବୁ ସିଂହ ଆଗୁଆ

କେନ୍ଦୁଝର ଲୋକସଭା ଆସନ ସମେତ ବ୍ରଜରାଜନଗର ବିଧାନସଭା ସିଟ୍‌ ଓ ଏକାମ୍ର ଭୁବନେଶ୍ୱରରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ ।

Suresh Pujari

Suresh Pujari

Advertisment

କେନ୍ଦୁଝର ଲୋକସଭା ଆସନ ସମେତ ବ୍ରଜରାଜନଗର ବିଧାନସଭା ସିଟ୍‌ ଓ ଏକାମ୍ର ଭୁବନେଶ୍ୱରରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ । କେନ୍ଦୁଝର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅନନ୍ତ ନାୟକ ଆଗୁଆ ଥିବା ବେଳେ ବ୍ରଜରାଜନଗର ବିଧାନସଭାରେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ଆଗୁଆ ଅଛନ୍ତି।

Advertisment

ବ୍ରଜରାଜନଗର ବିଧାନସଭା ଆସନ ନିମନ୍ତେ ବିଜେଡି ଅଳକା ମହାନ୍ତିଙ୍କୁ ମଇଦାନକୁ ଓହ୍ଲାଇଥିବା ବେଳେ ସେ ପଛରେ ପଡ଼ି ଯାଇଥିବା ଜଣାଯାଇଛି।  

ଏହାବାଦ ଏକାମ୍ର ଭୁବନେଶ୍ୱର ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ବାବୁ ସିଂହ ଆଗୁଆ ଅଛନ୍ତି। ଭୁବନେଶ୍ୱର ମଧ୍ୟ ସିଟ୍‌ରେ ମଧ୍ୟ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଆଗୁଆ ଥିବା ଜଣାଯାଇଛି।

Advertisment
Election Results 2024 General Election Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe