ବୈଜୟନ୍ତଙ୍କୁ ଲଡୁ ଖୁଆଇଲେ ଧର୍ମେନ୍ଦ୍ର

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଜୋରଦାର ସେଲିବ୍ରେସନ ।

Manoj Swain
  • Published: Tuesday, 04 June 2024
  • Updated: 04 June 2024, 08:01 PM IST

Sports

Latest News

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଜୋରଦାର ସେଲିବ୍ରେସନ । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ନିର୍ବାଚନ ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏକାଠି ହୋଇ ଗୋଟିଏ ମଞ୍ଚରେ ସେଲିବ୍ରେସନ କରିଛନ୍ତି । ଏହି ଅବସରରେ ବୈଜୟନ୍ତ ପଣ୍ଡାଙ୍କୁ ଲଡୁ ଖୁଆଇଲେ ଧର୍ମେନ୍ଦ୍ର ପ୍ରଧାନ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos