\'ବୈଜୟନ୍ତଙ୍କୁ ବିଜୟର ଲଡ଼ୁ ଖୁଆଇଲେ ଧର୍ମେନ୍ଦ୍ର\' | Odisha Reporter
Advertisment
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଜୋରଦାର ସେଲିବ୍ରେସନ । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ନିର୍ବାଚନ ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏକାଠି ହୋଇ ଗୋଟିଏ ମଞ୍ଚରେ ସେଲିବ୍ରେସନ କରିଛନ୍ତି । ଏହି ଅବସରରେ ବୈଜୟନ୍ତ ପଣ୍ଡାଙ୍କୁ ଲଡୁ ଖୁଆଇଲେ ଧର୍ମେନ୍ଦ୍ର ପ୍ରଧାନ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us