'ଆମେ ଚପଲ ଫିଙ୍ଗିନୁ, ଡାଲି ଉପହାର ଦେଇଛୁ'

ମୋହନ କହିଛନ୍ତି, ସେ ଡାଲି ଫିଙ୍ଗି ନାହାଁନ୍ତି, ଆକ୍ରୋଶମୂଳକ ଭାବେ ତାଙ୍କ ବିରୋଧରେ ପଦକ୍ଷେପ ନିଆଯାଇଛି। ସେଦିନ ପ୍ରକୃତରେ କଣ ଘଟିଲା ?

Manoj Swain
  • Published: Saturday, 30 September 2023
  • Updated: 30 September 2023, 03:41 PM IST

Sports

Latest News

ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗି ନିଲମ୍ବିତ ହୋଇଥିଲେ ଦୁଇ ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ। ତେବେ ନିଜର ସଫେଇ ଦେଇ ମୋହନ କହିଛନ୍ତି, ସେ ଡାଲି ଫିଙ୍ଗି ନାହାଁନ୍ତି, ଆକ୍ରୋଶମୂଳକ ଭାବେ ତାଙ୍କ ବିରୋଧରେ ପଦକ୍ଷେପ ନିଆଯାଇଛି। ସେଦିନ ପ୍ରକୃତରେ କଣ ଘଟିଲା ? ସତରେ କଣ ବାଚସ୍ପତିଙ୍କୁ ଡାଲି ଫିଙ୍ଗିଥିଲେ ? ଏ ନେଇ ଆମର ସ୍ବତନ୍ତ୍ର ଆଲୋଚନାରେ ସତ କହିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos