‘ଡାଲିକୁ ଦେଖି ଡାଲି ର୍ଦୁନୀତି କଥା ମନେପଡିଯାଇଥିବ’

ବିଜେପିର ଦୁଇ ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗଙ୍କୁ ବାଚସ୍ପତି ଅଧିବେଶନର ପରବର୍ତ୍ତୀ କାର୍ଯ୍ୟଦିବସ ପାଇଁ ନିଲମ୍ବନ କରିଛନ୍ତି ।

Manoj Swain
  • Published: Saturday, 30 September 2023
  • Updated: 30 September 2023, 05:45 PM IST

Sports

Latest News

ବିଜେପିର ଦୁଇ ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗଙ୍କୁ ବାଚସ୍ପତି ଅଧିବେଶନର ପରବର୍ତ୍ତୀ କାର୍ଯ୍ୟଦିବସ ପାଇଁ ନିଲମ୍ବନ କରିଛନ୍ତି । ତେବେ ସେମାନେ କୌଣସି ଡାଲି ଫିଙ୍ଗିନାହାନ୍ତି, ଡାଲିକୁ ଦେଖି ଡାଲି ର୍ଦୁନୀତି କଥା ମନେପଡିଯାଇଥିବ ମୋହନ ମାଝୀ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos