ବିଜେପିର ଦୁଇ ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗଙ୍କୁ ବାଚସ୍ପତି ଅଧିବେଶନର ପରବର୍ତ୍ତୀ କାର୍ଯ୍ୟଦିବସ ପାଇଁ ନିଲମ୍ବନ କରିଛନ୍ତି । ତେବେ ସେମାନେ କୌଣସି ଡାଲି ଫିଙ୍ଗିନାହାନ୍ତି, ଡାଲିକୁ ଦେଖି ଡାଲି ର୍ଦୁନୀତି କଥା ମନେପଡିଯାଇଥିବ ମୋହନ ମାଝୀ କହିଛନ୍ତି ।