ଅଦ୍ୟତନ ହୋଇଛି
ଅନୁଭବଙ୍କୁ ଟାର୍ଗେଟ କଲେ ମୁକେଶ | Odisha Reporter
Advertisment
ଅଭିନେତା ମନୋଜ ମିଶ୍ରଙ୍କ ସମର୍ଥନରେ ବାହାରିଲେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । ଓଲିଉଡ୍ କଳିକୁ ନେଇ ବିଧାୟକ କହିଛନ୍ତି, 'ପଶ୍ଚିମ ଓଡ଼ିଶାର ମନୋଜ ମିଶ୍ର ଜଣେ ବଡ଼ କଳାକାର, କଳାକାରଙ୍କର କୌଣସି ସୀମା ସରହଦ ନ ଥାଏ, ଯେଉଁମାନେ ତାଙ୍କୁ ବାସନ୍ଦ କରିଛନ୍ତି ତୁରନ୍ତ ପ୍ରତ୍ୟାହାର କରନ୍ତୁ।' ତା’ସହ ବ୍ୟାନ ତୁରନ୍ତ ଉଠାଇବା ସହ ମନୋଜଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କୁ ମଧ୍ୟ ନିଶାନା କରିଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us