Advertisment

ବାପାଙ୍କ ଆଇ-କାର୍ଡ ଧରି ବିଧାନସଭା ଗଲେ ଉପାସନା ମହାପାତ୍ର

ବ୍ରହ୍ମଗିରିରୁ ନିର୍ବାଚିତ ହୋଇ ପ୍ରଥମଥର ବିଧାନସଭାକୁ ଗଲେ ଉପାସନା ମହାପାତ୍ର ।

author-image
Manoj Swain

ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନ। ଆଜି ଓ ଆସନ୍ତାକାଲି ନବନିର୍ବାଚିତ ବିଧାୟକମାନେ ଶପଥ ନେବେ। ଏହି ଅବସରରେ ପ୍ରଥମଥର ବିଧାନସଭାରେ ପାଦ ଦେଲେ ବିଜେପି ବିଧାୟିକା ଉପାସନା ମହାପାତ୍ର। ଶପଥ ପାଇଁ ହାତରେ ବାପାଙ୍କ ଆଇ-କାର୍ଡ ଧରି କଲେ ଗୃହ ପ୍ରବେଶ ।

Advertisment
Odisha Odisha Assembly Upasana Mohapatra