ବାପାଙ୍କ ଆଇକାର୍ଡ ଧରି ବିଧାନସଭା ଆସିଲେ ଉପାସନା ! | BJP MLA Upasana Mohapatra | Odisha Assembly | OR
Advertisment
ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନ। ଆଜି ଓ ଆସନ୍ତାକାଲି ନବନିର୍ବାଚିତ ବିଧାୟକମାନେ ଶପଥ ନେବେ। ଏହି ଅବସରରେ ପ୍ରଥମଥର ବିଧାନସଭାରେ ପାଦ ଦେଲେ ବିଜେପି ବିଧାୟିକା ଉପାସନା ମହାପାତ୍ର। ଶପଥ ପାଇଁ ହାତରେ ବାପାଙ୍କ ଆଇ-କାର୍ଡ ଧରି କଲେ ଗୃହ ପ୍ରବେଶ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us