Advertisment

ପାଣ୍ଡିଆନଙ୍କ ବିରୋଧରେ CEOଙ୍କ ନିକଟରେ ଫେରାଦ ହେଲା ବିଜେପି

ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ରାଜ୍ୟ ବିଜେପି।

author-image
Manoj Swain

ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ବିରୋଧରେ CEOଙ୍କ ନିକଟରେ ଫେରାଦ ହେଲା ବିଜେପି । ଆଦର୍ଶ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ଅଭିଯୋଗ। ଯାଜପୁର ବସ୍ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ କଟକ ବଡ଼ ମେଡିକାଲକୁ ଭେଟିବାକୁ ଯାଇଥିଲେ ପାଣ୍ଡିଆନ। ତେବେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ପାଇଁ ମେଡିକାଲ ଗସ୍ତ ବେଳେ ପୁଲିସ ଯେଉଁଭଳି ବ୍ୟବସ୍ଥା କରିଥିଲା ଏହା ଅତ୍ୟନ୍ତ ଦୁଃର୍ଭାଗ୍ୟପୂର୍ଣ୍ଣ ବୋଲି କହିଛି ବିଜେପି। ତେବେ ଏହାକୁ ନେଇ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କଣ କହିଛନ୍ତି ଶୁଣନ୍ତୁ। 

Advertisment
Vk Pandian Bjp BjD Odisha