Advertisment

‘କିରୁଥିକା ପ୍ରଭାକରଣଙ୍କ ପଛରେ ପାଣ୍ଡିଆନ’

ଡେରାସ ଜମି ଦୁର୍ନୀତି ବିରୋଧରେ ବିଜେପି ସାଂସଦ ଅପରାଜିତାଙ୍କ ବିଶାଳ ଜନ ଆନ୍ଦୋଳନ। ସରକାରଙ୍କ ଉପରେ ବର୍ଷିଲେ ।

author-image
Manoj Swain

ଡେରାସ ଜମି ଦୁର୍ନୀତି ବିରୋଧରେ ବିଜେପି ସାଂସଦ ଅପରାଜିତାଙ୍କ ବିଶାଳ ଜନ ଆନ୍ଦୋଳନ। ସରକାରଙ୍କ ଉପରେ ବର୍ଷିଲେ । କହିଲେ, ସରକାର ହିଁ ଜମି ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଛନ୍ତି, ଭିକେ ପାଣ୍ଡିଆନଙ୍କ ପ୍ରୋତ୍ସାହନରେ ମାଡାମ କିରୁଥିକା ପ୍ରଭାକରଣ ଏବଂ ତାଙ୍କ ସହକର୍ମୀମାନେ 150 ଏକର ଜମିକୁ ଘେରାବନ୍ଦି କରି ରଖିଛନ୍ତି ।

Advertisment
Odisha Bjp Aparajita Sarangi