ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କୁ ଜବାବ ଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଗତକାଲି ରାଜ୍ୟସଭା ସାଂସଦ ସସ୍ମିତା ପାତ୍ର କହିଥିଲେ ୧୪୭ ସିଟିରେ ବିଜେପି ପ୍ରାର୍ଥୀ ଦେଇ ପାରିବ ନାହିଁ ।

Manoj Swain
  • Published: Monday, 01 April 2024
  • Updated: 01 April 2024, 01:12 PM IST

ଗତକାଲି ରାଜ୍ୟସଭା ସାଂସଦ ସସ୍ମିତା ପାତ୍ର କହିଥିଲେ ୧୪୭ ସିଟିରେ ବିଜେପି ପ୍ରାର୍ଥୀ ଦେଇ ପାରିବ ନାହିଁ । ଏହା ଉତ୍ତରରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ବିଜେଡି ନେତା ଚାକିରି ବଞ୍ଚେଇବା ପାଇଁ ଏଭଳି ମନ୍ତବ୍ୟ ଦେଉଛନ୍ତି । ତେଣୁ ଓଡିଶାବାସୀ ଜାଣିଛନ୍ତି ବିଜେଡି ସରକାର କିପରି ଚାଲିଛି । ଭଣ୍ଡାରିପୋଖରୀର ଏକ ମିଶ୍ରଣ ପର୍ବରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos