‘ସରକାରୀ ଟଙ୍କାରେ ନିଜକୁ Launch କରୁଛନ୍ତି ସଚିବ’ | Odisha Reporter
5T ସଚିବଙ୍କୁ ସୌମ୍ୟଙ୍କ ସମାଲୋଚନା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ସାସଂଦ ଅପରାଜିତା ଷଡ଼ଙ୍ଗୀ। କହିଲେ,'ସରକାରୀ ଟଙ୍କା ବ୍ୟବହାର କରି ଏହି ସଚିବ ସ୍ତରର କର୍ମଚାରୀ ନିଜକୁ ଲଞ୍ଚ କରୁଛନ୍ତି, ସାଢ଼େ ୪ କୋଟି ଲୋକ ତାହା ବୁଝି ସାରିଲେଣି।'
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
