5T ସଚିବଙ୍କୁ ସୌମ୍ୟଙ୍କ ସମାଲୋଚନା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ସାସଂଦ ଅପରାଜିତା ଷଡ଼ଙ୍ଗୀ। କହିଲେ,'ସରକାରୀ ଟଙ୍କା ବ୍ୟବହାର କରି ଏହି ସଚିବ ସ୍ତରର କର୍ମଚାରୀ ନିଜକୁ ଲଞ୍ଚ କରୁଛନ୍ତି, ସାଢ଼େ ୪ କୋଟି ଲୋକ ତାହା ବୁଝି ସାରିଲେଣି।'