Advertisment

ବୈଜୟନ୍ତଙ୍କ ନିର୍ବାଚନୀ ପ୍ରଚାର ଜୋରଦାର

କେନ୍ଦ୍ରାପଡ଼ାରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଘନ ଘନ ପ୍ରଚାର ।

author-image
Manoj Swain

ଜମୁଛି ନିର୍ବାଚନୀ ପ୍ରଚାର । କେନ୍ଦ୍ରାପଡ଼ା ରାଜକନିକାରେ ବିଜେପିର ରୋଡ୍ ଶୋ । ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଚାଲିଛି ପ୍ରଚାର । ଏହି ରାଲିରେ ବହୁ ସଂଖ୍ୟାରେ ବିଜେପି ନେତା ଓ କର୍ମୀ ସାମିଲ ହୋଇଥିଲେ । ଏହାସହ ବୁଥ୍ ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବା ସହ ଓଡ଼ିଶାରେ ବିଜେପି ସରକାର ଆଣିବାକୁ ଆହ୍ୱାନ ଦେଲେ ବୈଜୟନ୍ତ। 

Advertisment
Odisha Bjp Baijayant Panda