ଅସ୍ତିତ୍ୱ ଜଣାଇବାକୁ ଛାୟା କ୍ୟାବିନେଟ: ପ୍ରତାପ ଷଡ଼ଙ୍ଗୀ

'ଆମେ ରାଜକୋଷ ଲୁଟିବା ଯୋଜନାରେ ନାହୁଁ, ଡରିବୁ କାହିଁକି ? ଯାହା ଉପରେ ଭରସା କରିଥିଲେ ସିଏ ଆଉଟ୍, ଦୃଶ୍ୟମାନ ହେଉ ନାହାନ୍ତି।' 

Manoj Swain
  • Published: Thursday, 18 July 2024
  • Updated: 18 July 2024, 03:54 PM IST

Sports

Latest News

ବିଜେଡିର ଛାୟା କ୍ୟାବିନେଟ୍ ଉପରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା। କହିଲେ, ସେମାନେ ଆମକୁ ଜଗନ୍ତୁ। ଆମେ ରାଜକୋଷ ଲୁଟିବା ଯୋଜନାରେ ନାହୁଁ, ଡରିବୁ କାହିଁକି ? ଯାହା ଉପରେ ଭରସା କରିଥିଲେ ସିଏ ଆଉଟ୍, ଦୃଶ୍ୟମାନ ହେଉ ନାହାନ୍ତି। ଲୁଚି ଲୁଚି ଯାଉଛନ୍ତି, ସାମ୍ନାକୁ ଆସିବାକୁ ସାହାସ ନାହିଁ। ପତିପତ୍ନୀ ଆଉଟ୍, ଅସ୍ତିତ୍ୱ ଅଛି ବୋଲି ଜଣାଇବାକୁ ଏଭଳି ନିଷ୍ପତ୍ତି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos