Advertisment

ଅସ୍ତିତ୍ୱ ଜଣାଇବାକୁ ଛାୟା କ୍ୟାବିନେଟ: ପ୍ରତାପ ଷଡ଼ଙ୍ଗୀ

'ଆମେ ରାଜକୋଷ ଲୁଟିବା ଯୋଜନାରେ ନାହୁଁ, ଡରିବୁ କାହିଁକି ? ଯାହା ଉପରେ ଭରସା କରିଥିଲେ ସିଏ ଆଉଟ୍, ଦୃଶ୍ୟମାନ ହେଉ ନାହାନ୍ତି।'

Advertisment

ବିଜେଡିର ଛାୟା କ୍ୟାବିନେଟ୍ ଉପରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା। କହିଲେ, ସେମାନେ ଆମକୁ ଜଗନ୍ତୁ। ଆମେ ରାଜକୋଷ ଲୁଟିବା ଯୋଜନାରେ ନାହୁଁ, ଡରିବୁ କାହିଁକି ? ଯାହା ଉପରେ ଭରସା କରିଥିଲେ ସିଏ ଆଉଟ୍, ଦୃଶ୍ୟମାନ ହେଉ ନାହାନ୍ତି। ଲୁଚି ଲୁଚି ଯାଉଛନ୍ତି, ସାମ୍ନାକୁ ଆସିବାକୁ ସାହାସ ନାହିଁ। ପତିପତ୍ନୀ ଆଉଟ୍, ଅସ୍ତିତ୍ୱ ଅଛି ବୋଲି ଜଣାଇବାକୁ ଏଭଳି ନିଷ୍ପତ୍ତି। 

Advertisment
Bjp Pratap Sarangi Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe