Advertisment

‘ବିଜେଡି ନେତା ମାଓବାଦୀ ହୋଇଛନ୍ତି’

''ବିଜୁ ଜନତା ଦଳର ନେତା ମାନେ ମାଓବାଦୀର ଭୂମିକା ନେଇଛନ୍ତି।'' କିଛି ଏଭଳି କହି ସୁଶାନ୍ତ ସିଂଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ।

author-image
Manoj Swain

''ଓଡ଼ିଶାରେ କ୍ଷମତାରେ ଥିବା ରାଜନୈତିକ ଦଳର କର୍ମୀମାନେ ଥାନା ଭଙ୍ଗାରୁଜା କରୁଛନ୍ତି । ପୁଲିସ ଉପରେ ଆଟାକ୍‌ କରି ପ୍ରମାଣ କଲେ ଯେ, ସେମାନେ ନିଶା କାରବାରରେ ସମ୍ପୃକ୍ତ ଅଛନ୍ତି । ଆତଙ୍କବାଦୀ ମାନଙ୍କୁ ଆଶ୍ରୟ ଦେବା ସହ, ବିଜୁ ଜନତା ଦଳର ନେତା ମାନେ ମାଓବାଦୀର ଭୂମିକା ନେଇଛନ୍ତି।'' କିଛି ଏଭଳି କହି ସୁଶାନ୍ତ ସିଂଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ।

Advertisment
Odisha Bjp Suresh Pujari