Advertisment

‘ବିଜେଡି ନେତା ମାଓବାଦୀ ହୋଇଛନ୍ତି’

''ବିଜୁ ଜନତା ଦଳର ନେତା ମାନେ ମାଓବାଦୀର ଭୂମିକା ନେଇଛନ୍ତି।'' କିଛି ଏଭଳି କହି ସୁଶାନ୍ତ ସିଂଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ।

Advertisment

''ଓଡ଼ିଶାରେ କ୍ଷମତାରେ ଥିବା ରାଜନୈତିକ ଦଳର କର୍ମୀମାନେ ଥାନା ଭଙ୍ଗାରୁଜା କରୁଛନ୍ତି । ପୁଲିସ ଉପରେ ଆଟାକ୍‌ କରି ପ୍ରମାଣ କଲେ ଯେ, ସେମାନେ ନିଶା କାରବାରରେ ସମ୍ପୃକ୍ତ ଅଛନ୍ତି । ଆତଙ୍କବାଦୀ ମାନଙ୍କୁ ଆଶ୍ରୟ ଦେବା ସହ, ବିଜୁ ଜନତା ଦଳର ନେତା ମାନେ ମାଓବାଦୀର ଭୂମିକା ନେଇଛନ୍ତି।'' କିଛି ଏଭଳି କହି ସୁଶାନ୍ତ ସିଂଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ।

Advertisment
Bjp Suresh Pujari Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe