Advertisment

ମୁଁ ସାଂସଦ ଥିବା ବେଳେ କେନ୍ଦ୍ରାପଡାକୁ ରେଳଲାଇନ୍ ଆସିଛି: ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରର ମହାକାଳପଡ଼ାରେ ବିଜେପିର ଜୋରଦାର ପ୍ରଚାର।

Advertisment

କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରର ମହାକାଳପଡ଼ାରେ ବିଜେପିର ଜୋରଦାର ପ୍ରଚାର। ଏହି ଅବସରରେ କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା କହିଛନ୍ତି, ମୁଁ ସାଂସଦ ଥିବା ବେଳେ କେନ୍ଦ୍ରାପଡାକୁ ରେଳଲାଇନ୍ ଆସିଛି। ଏଠାରେ ଶିଳ୍ପ ଆଣିବା ନେଇ ପ୍ରତିଶ୍ରୁତି ଦେଇଥିଲି। ଏଥର ବିଜେପି ସରକାର ଆସିଲେ ଶିଳ୍ପାନୁଷ୍ଠାନ ଗଠନ ହେବ।

Advertisment
Bjp Baijayant Panda Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe