ମେଣ୍ଟ ଆସନ ବୁଝାମଣା କରିବେ ବୈଜୟନ୍ତ | Odisha Reporter
Advertisment
ଏନଡିଏକୁ ପୁରୁଣା ସାଥୀ ଟିଡିପି ଫେରିବା ପରେ ଏବେ ଆନ୍ଧ୍ରପ୍ରଦେଶରେ ଆସନ ଭାଗବଣ୍ଟାକୁ ନେଇ ଆରମ୍ଭ ହୋଇଛି କସରତ। ଟିଡିପିର ଚନ୍ଦ୍ରବାବୁ ନାଇଡୁଙ୍କ ସହ ପୱନ କଲ୍ୟାଣଙ୍କ ଜନସେନା ପାର୍ଟି ମଧ୍ୟ NDAରେ ସାମିଲ ହୋଇଛି। କିଏ କେତେ ଆସନରେ ଲଢ଼ିବେ ତାହା ସ୍ପଷ୍ଟ ହୋଇଥିଲେ ବି ନିର୍ଦ୍ଦିଷ୍ଟ କେଉଁ ଆସନରେ କେଉଁ ଦଳ ପ୍ରାର୍ଥୀ ଦେବ, ତାହା ସ୍ଥିର ହୋଇନି। ଏଥିପାଇଁ ଦୁଇ ଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତରେ ଯାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us