ନାଲି ଆଖି– ତୁମେ ଗୋଟେ ବାନ୍ଧ ଆମେ ହଜାରେ ବାହିରିବୁ | MLA Sushant Singh\'s Supporters Blame Police | OR
ବରଗଡ଼ ଜିଲ୍ଲାର ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାର ୨ଦିନ ବିତିଲାଣି । ପଶ୍ଚିମଓଡ଼ିଶା ସମେତ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି । ଏହି ଘଟଣାରେ ବିଜେଡି ନେତା ସୁଶାନ୍ତ ସିଂ ସିଧାସଳଖ ପୁଲିସକୁ ଦାୟୀ କରିଛନ୍ତି । ପୁଲିସ ମଦ ପିଇ ବନ୍ଧୁକ ଦେଖାଇବାରୁ ଏସବୁ ଘଟିଛି ବୋଲି ସୁଶାନ୍ତ କହିଥିବାବେଳେ ବିରୋଧୀ କଂଗ୍ରେସ ଓ ବିଜେପି ଏହି ଘଟଣାରେ ସୁଶାନ୍ତଙ୍କ ସମ୍ପୃକ୍ତିର ଅଭିଯୋଗ କରିଛନ୍ତି । ରାଜ୍ୟର ପୁଲିସ ବ୍ୟବସ୍ଥା ଉପରେ ସୁଶାନ୍ତ ସିଂ ଅଙ୍ଗୁଳି ନିର୍ଦ୍ଦେଶ କଲାପରେ ବି ପଙ୍ଗୁ ସାଜି ପୁଲିସ ନିରବ ରହିଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
