ବିଜେଡିକୁ ଭରସା ଆମଦାନୀ ନେତା !

ବିରୋଧୀ ଦଳରୁ ଆସୁଛନ୍ତି, ନେଉଛନ୍ତି ଶାସକ ଦଳରୁ ଟିକେଟ।

Manoj Swain
  • Published: Monday, 08 April 2024
  • Updated: 08 April 2024, 11:28 AM IST

Sports

Latest News

ବିଜେଡିକୁ ଭରସା ଆମଦାନୀ ନେତା ! ବିରୋଧୀ ଦଳରୁ ଆସୁଛନ୍ତି, ନେଉଛନ୍ତି ଶାସକ ଦଳରୁ ଟିକେଟ। ମନ୍ମଥ ରାଉତରାୟ, କଂଗ୍ରେସ ବିଧାୟକ ସୁର ରାଉତତାୟଙ୍କ ସାନ ପୁଅ। ବିଜେଡିରେ ଯୋଗଦେବାର ମାତ୍ର 2 ଘଣ୍ଟା ମଧ୍ୟରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ଟିକେଟ୍ ତାଙ୍କୁ ଧରାଇ ଦେଲା ଦଳ । ଅଂଶୁମାନ ମହାନ୍ତି, କଂଗ୍ରେସର ପୂର୍ବତନ ରାଜନଗର ବିଧାୟକ। ହାତ ଛାଡି ଶଙ୍ଖ ଶିବିରକୁ ଆସିବା ପରେ କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ଟିକେଟ୍ ପାଇଲେ । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos