Advertisment

କୋରାପୁଟ ପୋଛି ନେବାକୁ ବିଜେପିର ବଡ଼ ଯୋଜନା !

ଆସନ୍ତା ୨୦୨୪ ବିଧାନସଭା ଓ ସାଧାରଣ ନିର୍ବାଚନରେ ବିଜେଡି ଓ କଂଗ୍ରେସକୁ ଟକ୍କର ଦେବା ପାଇଁ ଅଣ୍ଟା ଭିଡ଼ିଛି ବିଜେପି।

Advertisment

ଆସନ୍ତା ୨୦୨୪ ବିଧାନସଭା ଓ ସାଧାରଣ ନିର୍ବାଚନରେ ବିଜେଡି ଓ କଂଗ୍ରେସକୁ ଟକ୍କର ଦେବା ପାଇଁ ଅଣ୍ଟା ଭିଡ଼ିଛି ବିଜେପି। କୋରାପୁଟର ଟ୍ରାଇବାଲ ଭୋଟ ବ୍ୟାଙ୍କ ହାତେଇବା ପାଇଁ ବିଜେପିର ଆଖି। ଦଳର ବରିଷ୍ଠ ନେତାମାନେ କର୍ମୀଙ୍କ ସହ ବସି କରୁଛନ୍ତି ମାଷ୍ଟର ପ୍ଲାନ, ଛତିଶଗଡ଼ରେ ବିଜେପି ସରକାର ଆସିଲେ କୋରାପୁଟ ଉପରେ ପ୍ରଭାବ ପଡ଼ିବ । କଂଗ୍ରେସର ଅନ୍ତଃକନ୍ଦଳ ଦଳକୁ ଦୁର୍ବଳ କରିଥିବା ବେଳେ ବିଜେଡି ଛାଡି ରଘୁରାମ ମାଛ ବିଜେପିରେ ଯୋଗ ଦେଇଛନ୍ତି।

Advertisment
Bjp BjD Odisha Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe