Advertisment

'ସମସ୍ତଙ୍କ ପାଇଁ ଦ୍ୱାର ଖୋଲା ରହିଛି'

ପ୍ରଦୀପ ପାଣିଗ୍ରାହୀ ବିଜେପିରେ ଯୋଗଦେବା ଚର୍ଚ୍ଚାକୁ ନେଇ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା।

author-image
Manoj Swain

ଗୋଟିଏ ପଟେ ପ୍ରଦୀପ ବିଜେପିରେ ଜଏନ କରୁଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଅନ୍ୟ ପଟେ ବିଜେଡି ଖବର ପାଇ ପ୍ରେସ ମିଟ୍ ମଧ୍ୟ କରିଦେଇଛି। ତେବେ ପ୍ରଦୀପ ପାଣିଗ୍ରାହୀ ବିଜେପିକୁ ଆସୁଛନ୍ତି ବୋଲି ପ୍ରଶ୍ନର ଉତ୍ତର ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, ସମସ୍ତଙ୍କ ପାଇଁ ଆମର ଦ୍ୱାର ଉନ୍ମୁକ୍ତ ରହିଛି, ଯେଉଁମାନେ ବିଜେପିରେ ସାମିଲ ହେବାକୁ ଚାହିଁବେ ଦଳ ବିଚାର କରିବ।

Advertisment
Bjp Odisha Manmohan Samal