ବିଧାୟକ 1000,ସାଂସଦ 2000, ଲକ୍ଷ୍ୟ ଚୀନକୁ ପାର | Odisha Reporter
ନେତାଙ୍କୁ ଦିଆଗଲା ଟାର୍ଗେଟ୍ । ଲୋକଙ୍କ ପାଖକୁ ଯାଅ ଆଉ ଦଳର ସଦସ୍ୟତା ସଂଖ୍ୟା ବଢାଅ। ରାଜ୍ୟରେ ବିଜେପି ସରକାରକୁ ଶହେ ଦିନ ପୁରିଲା, ହେଲେ ଦଳର ସଦସ୍ୟତା ସଂଖ୍ୟା ସେହି ହିସାବରେ ବଢି ପାରିଲା ନାହିଁ। ଯାହାକୁ ନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଓ ସାଂସଦ ମାନଙ୍କୁ କାମ କରିବାର ତରିକା ଶିଖାଇଛନ୍ତି ଖୋଦ୍ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
