ସଦସ୍ୟତା ଅଭିଯାନକୁ ବ୍ୟାପକ ଓ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆହ୍ୱାନ

  • Published: Friday, 27 September 2024
  • , Updated: 27 September 2024, 12:34 PM IST

ନେତାଙ୍କୁ ଦିଆଗଲା ଟାର୍ଗେଟ୍ । ଲୋକଙ୍କ ପାଖକୁ ଯାଅ ଆଉ ଦଳର ସଦସ୍ୟତା ସଂଖ୍ୟା ବଢାଅ। ରାଜ୍ୟରେ ବିଜେପି ସରକାରକୁ ଶହେ ଦିନ ପୁରିଲା, ହେଲେ ଦଳର ସଦସ୍ୟତା ସଂଖ୍ୟା ସେହି ହିସାବରେ ବଢି ପାରିଲା ନାହିଁ। ଯାହାକୁ ନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଓ ସାଂସଦ ମାନଙ୍କୁ କାମ କରିବାର ତରିକା ଶିଖାଇଛନ୍ତି ଖୋଦ୍ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଦେଖନ୍ତୁ ପୂରା ରିପୋର୍ଟ। 

Related story