ବିଜେଡି ସରକାର ବିରୋଧରେ ଆସନ୍ତାକାଲିଠୁ ସପ୍ତାହେବ୍ୟାପୀ ଆନ୍ଦୋଳନ କରିବ ବିଜେପି

ରାଜ୍ୟ ବିଜେପି ମିଡିଆ ସେଲ୍ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ,ଓଡ଼ିଶାରେ ଗଣତନ୍ତ୍ର ଓ ବିଧିବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି ।

BJP Office

ଭୁବନେଶ୍ୱରସ୍ଥିତ ବିଜେପି କାର୍ଯ୍ୟାଳୟ ।

Ordigital Desk
  • Published: Tuesday, 08 August 2023
  • Updated: 08 August 2023, 09:37 PM IST

Sports

Latest News

ରାଜ୍ୟ ସରକାର ବିରୁଦ୍ଧରେ ପଂଚାୟତରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଜନଆନ୍ଦୋଳନ କରିବା ପାଇଁ ବିଜେପିର ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଗୁରୁମନ୍ତ୍ର ପରେ ଆକ୍ସନମୋଡକୁ ଆସିଛି ରାଜ୍ୟ ବିଜେପି । କ୍ଷମତାସୀନ ବିଜେଡି ସରକାର ବିରୁଦ୍ଧରେ ବିଜେପି ଆସନ୍ତାକାଲିଠୁ ଏକ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପଂଚାୟତରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଆନ୍ଦୋଳନ କରିବ ବୋଲି ଘୋଷଣା କରିଛି । ଆସନ୍ତାକାଲି କ୍ରାନ୍ତିଦିବସରୁ ଏହି ଆନ୍ଦୋଳନ ଆରମ୍ଭ ହୋଇ ଅଗଷ୍ଟ ୧୬ତାରିଖ ପର୍ଯ୍ୟନ୍ତ ଚାଲିବ ।

Also Read

ରାଜ୍ୟ ବିଜେପି ମିଡିଆ ସେଲ୍ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ,ଓଡ଼ିଶାରେ ଗଣତନ୍ତ୍ର ଓ ବିଧିବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି । ଓଡ଼ିଆ ଅସ୍ମିତା ଓ ଓଡ଼ିଶାର ସ୍ୱାଭିମାନକୁ ଭୂଲୁଣ୍ଠିତ କରାଯାଇ ରାଜ୍ୟର ଶାସନ କ୍ଷମତାକୁ ହାତେଇ ରଖିବାର ଚକ୍ରାନ୍ତ କରାଯାଉଛି । ଶାସକ ବିଜେଡିର ଜନପ୍ରତିନିଧିମାନେ ନିଜ ନୈତିକତା ଓ କତ୍ତବ୍ୟକୁ ଜଳାଞ୍ଜଳି ଦେଇ ଅଧସ୍ତନ ସରକାରୀ କର୍ମଚାରୀଙ୍କ ନିକଟରେ ଆତ୍ମସମର୍ପଣ କରିସାରିଛନ୍ତି । ଅନ୍ୟପଟେ ଦୁର୍ନୀତି, ଭ୍ରଷ୍ଟାଚାର, ଅନ୍ୟାୟର ସମସ୍ତ ସୀମା ଉଲ୍ଲଂଘନ କରି ଶାସକ ବିଜେଡିର ନେତା ଓ ମନ୍ତ୍ରୀ ଖଣିଜ ସଂପଦ ଭରପୁର ଓଡ଼ିଶାକୁ ଶ୍ରୀହୀନ କରିବାର ପ୍ରୟାସ ଜାରି ରଖିଛନ୍ତି । ‘ଦୁର୍ନୀତି, ଭ୍ରଷ୍ଟାଚାର, ପରିବାରବାଦ ଓ ତୁଷ୍ଟିକରଣ ରାଜନୀତି\' ଆମ ସୁସ୍ଥ ଗଣତନ୍ତ୍ର ପ୍ରତି ବିପଦ ସାଜିଛି । ଓଡ଼ିଶାରେ ଏଭଳି କଳଙ୍କିତ ବିଜେଡି ସରକାରକୁ ଗାଦିଚ୍ୟୁତ କରିବାର ନିହାତି ଆବଶ୍ୟକ ରହିଛି । ଏହି ପରିପ୍ରେକ୍ଷୀରେ ବିଜେପି ତରଫରୁ ଆସନ୍ତାକାଲି ୯ ତାରିଖ (ଅଗଷ୍ଟ କ୍ରାନ୍ତି ଦିବସ)ରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଗ୍ରାମପଂଚାୟତ ସମେତ ପୌରାଂଚଳ ଓ ମହାନଗର ନିଗମର ସମସ୍ତ ୱାର୍ଡର ପ୍ରମୁଖ ସ୍ଥାନମାନଙ୍କରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ୩ଦିନ ତଳେ ୨ଦିନିଆ ଗସ୍ତରେ ଆସି ଅମିତ୍ ଶାହ ବିଜେପି ରାଜ୍ୟ ନେତାମାନଙ୍କୁ ଭେଟିବା ସହ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଅବ୍ୟବସ୍ଥା ବିରୁଦ୍ଧରେ ପଂଚାୟତସ୍ତରରୁ ଜନ ଆନ୍ଦୋଳନ କରିବାକୁ ଗୁରୁମନ୍ତ୍ର ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story