Advertisment

‘ମନ୍ତ୍ରୀ ବିଧାୟକ ମୂଲିଆ ଭଳିଆ ବାଉଁଶ ପୋତୁଛନ୍ତି’

'ଗତ ୮ ଦିନ ହେଲା ଯାଜପୁର ଜିଲ୍ଲାର ମନ୍ତ୍ରୀ ଓ ବିଧାୟକ ମାନେ ମୂଲିଆ ଭଳି ବାଉଁଶ ପୋତୁଛନ୍ତି । ସେପଟେ ଅଗଣତାନ୍ତ୍ରିକ ଭାବରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଜିଲ୍ଲା ଗସ୍ତ ଓ ପ୍ରକଳ୍ପ ଘୋଷଣା କରୁଛନ୍ତି।'

ଅଦ୍ୟତନ ହୋଇଛି
Advertisment

ଯାଜପୁରରେ 5T ଟିସାର୍ଟ ପିନ୍ଧି ଗୁଣ୍ଡାଗର୍ଦି ଘଟଣାରେ ତେଜିଲା ରାଜନୀତି । ସମାଲୋଚନା କଲେ ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟ। କହିଲେ, ‘ସମସ୍ତ ପ୍ରତିବାଦକୁ ଚାପି ଦେବା ପାଇଁ ଭୟ ସୃଷ୍ଟି କରାଯାଉଛି। ପୁଲିସ ଉପସ୍ଥିତିରେ 5T ଟି-ସାର୍ଟ ପିନ୍ଧି ଠେଙ୍ଗା ଧରି ଗୁଣ୍ଡାଗର୍ଦି କଲେ। ଗତ ୮ ଦିନ ହେଲା ଯାଜପୁର ଜିଲ୍ଲାର ମନ୍ତ୍ରୀ ଓ ବିଧାୟକ ମାନେ ମୂଲିଆ ଭଳି ବାଉଁଶ ପୋତୁଛନ୍ତି । ସେପଟେ ଅଗଣତାନ୍ତ୍ରିକ ଭାବରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଜିଲ୍ଲା ଗସ୍ତ ଓ ପ୍ରକଳ୍ପ ଘୋଷଣା କରୁଛନ୍ତି।' 

Advertisment
Odisha Bjp Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe