Advertisment

ହରିୟାଣାରେ କାହିଁକି ହାରିଲା କଂଗ୍ରେସ ?

ହରିୟାଣାରେ ବିଜେପି ହାସଲ କରିଛି ହ୍ୟାଟ୍ରିକ ବିଜୟ।

ଅଦ୍ୟତନ ହୋଇଛି
Advertisment

ଜାତିକୁ ନେଇ ରାଜନୀତି କରିବାରେ ବେଶ୍ ମାହିର କଂଗ୍ରେସ। ଦଳ ଓବିସି ଓବିସି ଚିଲାଉଥିଲା। ହେଲେ ଓବସି ଭୋଟ ପଳାଇଲା ବିଜେପିକୁ। ଆଗରୁ ଜାତି ଭୋଟ ଭାଗକରି କଂଗ୍ରେସ ଅନେକ ଫାଇଦା ପାଇଛି। ହେଲେ ହରିୟାଣାରେ ଦଳ ପୁରା ଫେଲ ମାରିଲା, ବାଜି ମାରି ନେଲା ବିଜେପି। କଂଗ୍ରେସ ଜାଟ୍ ଭୋଟ ଉପରେ ଅଧିକ ଫୋକସ କରିଥିବା ବେଳେ ବିଜେପି ବାକି ଜାତିର ଭୋଟ ଉପରେ ଫୋକସ କରିଥିଲା। କଂଗ୍ରେସ ଏବଂ ଆପ ମଧ୍ୟରେ ଏଥର ମେଣ୍ଟ ନ ହେବା କାରଣରୁ ଜାଟ୍ ଭୋଟ କଂଗ୍ରେସ ଏବଂ ଆପ ମଧ୍ୟରେ ବିଭାଜନ ହୋଇଥିଲା ।

Advertisment
Congress Haryana Assembly Polls Haryana Election Result
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe