\'ବନ୍ଦ ରହିବ ବିଜେପିର ଆନ୍ଦୋଳନ\' || Odisha BJP Postpones State-Wide Protest || Odisha Reporter
Advertisment
ତିନି ଦିନ ରାଜ୍ୟ ଶୋକ ପାଳନ କରାଯାଉଛି। ଏଥିପାଇଁ ବିଜେପି ତାର ସମସ୍ତ ଆନ୍ଦୋଳନକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ୧ ତାରିଖରେ ସମସ୍ତ ବ୍ଲକ ଘେରାଉ କରିବାକୁ ବିଜେପି ନିଷ୍ପତ୍ତି ନେଇଥିଲା। ଏବେ ରାଜ୍ୟ ଶୋକକୁ ସମର୍ଥନ ଜଣାଇ ଏହାକୁ ବାତିଲ କରାଯାଉଛି ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us