ଝାରସୁଗୁଡ଼ାରେ ମନ୍ତ୍ରୀଙ୍କୁ ପୁଲିସ ମାରିଦେବା କାରଣରୁ ହେଉଛି ଉପନିର୍ବାଚନ। ୨୦୧୯ ପରଠୁ ବରଗଡ଼ ଦେଖିଲାଣି ୪ ଉପନିର୍ବାଚନ। ୨ ବିଧାୟକଙ୍କ ଅକାଳ ମୃତ୍ୟୁରୁ ଆଉ ଗୋଟିଏ ପୁଲିସ ମାରିଦେବାରୁ। ଏଥର କିଛି ପରିବର୍ତ୍ତନ ହେବ ନା ଜୟ ନବୀନ ?
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ଜିଲ୍ଲାପାଳ !
ନୟାଗଡ଼ ଜିଲ୍ଲାପାଳ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି। ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି। ଖଣି ଲିଜ୍ଧାରୀ ଏନେଇ ଅଭିଯୋଗ କରିବା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଚାନ୍ଦପୁର ଥାନା ପୁଲିସ ଜିଲ୍ଲାପାଳଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
Politics
ରଘୁଙ୍କ ପୁଅ ବନାମ ଉମେଶଙ୍କ ବୋହୂ
୨୦୨୪ ପାଇଁ ବିଜେଡିରେ ଛକାପଞ୍ଝା। ବଢ଼ୁଛି ଆଶାୟୀଙ୍କ ସଂଖ୍ୟା। କିଏ ହାତେଇବ ରଘୁନନ୍ଦନଙ୍କ ସିଟ?
Odisha
ପେନସନ୍ ପାଇଁ ବୃଦ୍ଧାଙ୍କ ସଂଘର୍ଷ ଦେଖି ଉଦବେଗ ପ୍ରକାଶ କରିଛନ୍ତି ସୀତାରମଣ
ଚାଲିବାକୁ ପାଦରେ ଶକ୍ତି ନ ଥିବା ବେଳେ ଛିଡ଼ା ହେବାକୁ ବଳ ନାହିଁ। ଏପରି ସ୍ଥିତିରେ ପରିଣତ ବୟସରେ ପହଞ୍ଚି ସାରିଥିବା ଜଣେ ବୃଦ୍ଧା ପେନସନ୍ ଗଣ୍ଡାକ ପାଇଁ ଏକ ଚେୟାରକୁ ଆଶାବାଡ଼ି କରି ମାଇଲ ବାଟ ଚାଲୁଥିବା ଭିଡିଓ କିଛି ଦିନ ପୂର୍ବେ ଭାଇରାଲ ହେଉଥିଲା।
Odisha
ଆଦିବାସୀଙ୍କ ଦୁଃଖ ଶୁଣିଲାନି ସରକାର, ବାଧ୍ୟ ହୋଇ କୂଅ ଖୋଳିଲେ
ସରକାର ତ ଶୁଣିଲେ ନାହିଁ, ତେଣୁ ନିଜ ଝାଳବୁହା ଧନରେ ନିଜେ ପାଣି ପିଉଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ମୁଜାଙ୍ଗ ପଞ୍ଚାୟତ ସ୍ଥିତ ବାଉଁଶଗୁଡା ଗାଁ ଲୋକେ। ପିଇବା ପାଇଁ ମୁନ୍ଦାଏ ପାଣି ପାଇଁ ଜିଲ୍ଲା ପ୍ରଶାସନକୁ ଗୁହାରୀ କରି କରି ଥକି ପଡ଼ିଲେ।