ଝାରସୁଗୁଡ଼ାରେ ମନ୍ତ୍ରୀଙ୍କୁ ପୁଲିସ ମାରିଦେବା କାରଣରୁ ହେଉଛି ଉପନିର୍ବାଚନ। ୨୦୧୯ ପରଠୁ ବରଗଡ଼ ଦେଖିଲାଣି ୪ ଉପନିର୍ବାଚନ। ୨ ବିଧାୟକଙ୍କ ଅକାଳ ମୃତ୍ୟୁରୁ ଆଉ ଗୋଟିଏ ପୁଲିସ ମାରିଦେବାରୁ। ଏଥର କିଛି ପରିବର୍ତ୍ତନ ହେବ ନା ଜୟ ନବୀନ ?