ଅରୁଣାଚଳରେ ପୁଣି ବିଜେପି ସରକାର | Odisha Reporter
ଅରୁଣାଚଳ ପ୍ରଦେଶରେ ପୁଣି ଫୁଟିଲା ପଦ୍ମ। ମ୍ୟାଜିକ୍ ନମ୍ବର ପାର୍ କଲା ଦଳ। ମୋଟ ୬୦ ଆସନରୁ ୪୬ଟି ଆସନରେ ବିଜେପି ଜିତି ସରକାର ଗଠନ ପାଇଁ ଦାବି ଜଣାଇଛି। ଦଳର ଏକପାଖିଆ ବିଜୟ ପରେ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦ୍ବିଗୁଣିତ ହୋଇଛି। ବିଜେପି କର୍ମୀ ଓ ନେତାମାନେ ବାଜା ବଜାଇ, ବାଣ ଫୁଟାଇ ସେଲିବ୍ରେଶନ କରିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
