Advertisment

ଅରୁଣାଚଳ ପ୍ରଦେଶରେ ବିଜେପିର ହାଟ୍ରିକ୍ ବିଜୟ

ମୋଟ ୬୦ ଆସନରୁ ୪୬ଟି ଆସନରେ ବିଜେପି ଜିତି ସରକାର ଗଠନ ପାଇଁ ଦାବି ଜଣାଇଛି।

Advertisment

ଅରୁଣାଚଳ ପ୍ରଦେଶରେ ପୁଣି ଫୁଟିଲା ପଦ୍ମ। ମ୍ୟାଜିକ୍‌ ନମ୍ବର ପାର୍‌ କଲା ଦଳ। ମୋଟ ୬୦ ଆସନରୁ ୪୬ଟି ଆସନରେ ବିଜେପି ଜିତି ସରକାର ଗଠନ ପାଇଁ ଦାବି ଜଣାଇଛି। ଦଳର ଏକପାଖିଆ ବିଜୟ ପରେ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦ୍ବିଗୁଣିତ ହୋଇଛି। ବିଜେପି କର୍ମୀ ଓ ନେତାମାନେ ବାଜା ବଜାଇ, ବାଣ ଫୁଟାଇ ସେଲିବ୍ରେଶନ କରିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Bjp Arunachal Pradesh Election Result 2024 Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe