‘ଆମେ କିଛି କରିନୁ ପୁଲିସ୍ ଆମକୁ ବାଡେଇଲା’ | Odisha Reporter
ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି। ଓଡ଼ିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଓ ନବ ଦାସ ହତ୍ୟା ପ୍ରତିବାଦରେ ଭୁବନେଶ୍ୱର ଲୋୟର ପିଏମଜିରେ ବିଜେପି ଯୁବମୋର୍ଚ୍ଚାର ବିଶାଳ ରାଲି। ବିଜେପି ଯୁବମୋର୍ଚ୍ଚା ଓ ପୁଲିସ କର୍ମୀ ମୁହାଁମୁହିଁ। କଣ କହିଛନ୍ତି ଶୁଣନ୍ତୁ ବିଜେପି କର୍ମୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
