Advertisment

ଭୁବନେଶ୍ୱରରେ ବିଜେପିର ଗର୍ଜନ

ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି। ଓଡ଼ିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଓ ନବ ଦାସ ହତ୍ୟା ପ୍ରତିବାଦରେ ଭୁବନେଶ୍ୱର ଲୋୟର ପିଏମଜିରେ ବିଜେପି ଯୁବମୋର୍ଚ୍ଚାର ବିଶାଳ ରାଲି। ବିଜେପି ଯୁବମୋର୍ଚ୍ଚା ଓ ପୁଲିସ କର୍ମୀ ମୁହାଁମୁହିଁ। କଣ କହିଛନ୍ତି ଶୁଣନ୍ତୁ ବିଜେପି କର୍ମୀ।

Bjp Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe