ବୃହତ ବିଜୟ ଲକ୍ଷ୍ୟରେ ବିଜେପିର ସାଂସଦ ପ୍ରାର୍ଥୀ, ବିଜେଡି ଓ କଂଗ୍ରେସ ଗୋଟିଏ ଲେଖାଏଁ ଆସନରେ ଆଗୁଆ

ବିଜେଡିକୁ ଶକ୍ତ ଝଟକା ଦେଇ ବିଜେପି ରାଜ୍ୟର ମୋଟ୍ ୨୧ଟି ଲୋକସଭା ଆସନରୁ ୧୯ଟି ଆସନରେ ଆଗୁଆ ରହିଛି। ବିଜେଡି କେବଳ ଯାଜପୁର ଲୋକସଭା ଓ କଂଗ୍ରେସ କୋରାପୁଟ ଲୋକସଭା ଆସନରେ ଆଗୁଆ ରହିଛି ।

Bjp Leaders PhotoOR

ବିଜେପି ସାଂସଦ ପ୍ରାର୍ଥୀ

Ordigital Desk
  • Published: Tuesday, 04 June 2024
  • Updated: 04 June 2024, 01:35 PM IST

Sports

Latest News

ବିଜେଡିକୁ ଶକ୍ତ ଝଟକା ଦେଇ ବିଜେପି ରାଜ୍ୟର ମୋଟ୍ ୨୧ଟି ଲୋକସଭା ଆସନରୁ ୧୯ଟି ଆସନରେ ଆଗୁଆ ରହିଛି। ବିଜେଡି କେବଳ ଯାଜପୁର ଲୋକସଭା ଓ କଂଗ୍ରେସ କୋରାପୁଟ ଲୋକସଭା ଆସନରେ ଆଗୁଆ ରହିଛି । ବିଜେପି ବରଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର, ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ ପୁରୀ ସଂସଦୀୟ କ୍ଷେତ୍ରରେ ବୃହତ୍ ବିଜୟ ଆଡ଼କୁ ମୁହାଁଇଛି। ଅନ୍ୟପକ୍ଷରେ ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ଓ କଂଗ୍ରେସର ସପ୍ତଗିରି ଉଲାକା ଏବେ ଯଥାକ୍ରମେ ଯାଜପୁର ଓ କୋରାପୁଟ ଲୋକସଭା ଆସନରେ ଆଗରେ ରହିଛନ୍ତି ।

ନିର୍ବାଚନ କମିଶନଙ୍କ ୱେବସାଇଟରେ ପ୍ରଦତ୍ତ ତଥ୍ୟ ଅନୁସାରେ (ଦିନ ୧ଟାେ ୧୦ମିନିଟ) ସୁଦ୍ଧା ବରଗଡ଼ରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ସର୍ବାଧିକ ୧ଲକ୍ଷ ୧୮ହଜାର ୬୮୫ଖଣ୍ଡ ଭୋଟରେ ଆଗୁଆ ଥବାବେଳେ ସୁନ୍ଦରଗଡ଼ରେ ବିଜେପିର ଜୁଏଲ ଓରାମ ୭୦୪୪୭ଖଣ୍ଡ, ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୫୧୫୩୯ଖଣ୍ଡ, କେନ୍ଦୁଝରରେ ବିଜେପିର ଅନନ୍ତ ନାଏକ ୫୯୧୪୭ଖଣ୍ଡ, ମୟୂରଭଞ୍ଜରେ ବିଜେପିର ନବଚରଣ ମାଝୀ ୫୨୩୦୫ଖଣ୍ଡ, ଭଦ୍ରକରେ ବିଜେପିର ଅଭିମନ୍ୟୁ ସେଠୀ ୩୬୮୯୪ଖଣ୍ଡ, ବଲାଙ୍ଗିରରେ ବିଜେପିର ସଙ୍ଗୀତା ସିଂହଦେଓ ୫୭୨୬୯ଖଣ୍ଡ, କଳାହାଣ୍ଡିରେ ବିଜେପିର ମାଳବିକା ଦେବୀ ୬୩୨୨୫ଖଣ୍ଡ, ନବରଙ୍ଗପୁରରେ ବିଜେପିର ବଳଭଦ୍ର ମାଝୀ ୪୯୧୦୮ଖଣ୍ଡ, ପୁରୀରେ ବିଜେପିର ସମ୍ବିତ ପାତ୍ର ୪୭୯୩୨ଖଣ୍ଡ, ବ୍ରହ୍ମପୁରରେ ବିଜେପିର ପ୍ରଦୀପ ପାଣିଗ୍ରାହୀ ୫୦୨୫୧ଖଣ୍ଡ. କଟକରେ ବିଜେପିର ଭର୍ତ୍ତୃହରି ମହତାବ ୧୯୪୪୦ଖଣ୍ଡ, ଜଗତସିଂହପୁରରେ ବିଜେପିର ବିଭୂପ୍ରସାଦ ତରାଇ ୧୭୮୨୧ଖଣ୍ଡ, ଆସିକାରେ ବିଜେପିର ଅନୀତା ଶୁଭଦର୍ଶିନୀ ୧୭୨୪୭ଖଣ୍ଡ, କେନ୍ଦ୍ରାପଡ଼ାରେ ବିଜେପିର ବୈଜୟନ୍ତ ପଣ୍ଡା ୧୦୮୨୩ଖଣ୍ଡ ଓ ଭୁବନେଶ୍ୱରରେ ବିଜେପିର ଅପରାଜିତା ଷଡ଼ଙ୍ଗୀ ୧୦୭୦୪ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି ।

Also Read

ସେହିପରି ଢେଙ୍କାନାଳରେ ବିଜେପିର ରୁଦ୍ର ନାରାୟଣ ପାଣି ୧୮୨୧୧ଖଣ୍ଡ, ବାଲେଶ୍ୱରରେ ବିଜେପିର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ୧୭୭୦୨ଖଣ୍ଡ ଓ କନ୍ଧମାଳରେ ବିଜେପିର ସୁକାନ୍ତ ପାଣିଗ୍ରାହୀ ୪୦୭୭ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story