5T ଅଧ୍ୟକ୍ଷ ବିରୋଧୀଙ୍କୁ ଅନ୍ଧ କହିବା ପ୍ରସଙ୍ଗରେ ବିଜେପିର ପ୍ରତିକ୍ରିୟା

ରବିବାର ଗଞ୍ଜାମ ଛତ୍ରପୁର ସୁନ୍ଦରେଶ୍ୱର ମନ୍ଦିର ସଭାମଞ୍ଚରେ ବିରୋଧୀଙ୍କୁ କଟାକ୍ଷ କରିଥିଲେ ପାଣ୍ଡିଆନ।

Manoj Swain
  • Published: Monday, 18 December 2023
  • Updated: 18 December 2023, 04:28 PM IST

ବିରୋଧୀଙ୍କୁ 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ କଟାକ୍ଷ ଘଟଣା । ରବିବାର ଗଞ୍ଜାମ ଛତ୍ରପୁର ସୁନ୍ଦରେଶ୍ୱର ମନ୍ଦିର ସଭାମଞ୍ଚରେ ବିରୋଧୀଙ୍କୁ କଟାକ୍ଷ କରିଥିଲେ ପାଣ୍ଡିଆନ। ଏହାକୁ ନେଇ ପାଣ୍ଡିଆନଙ୍କୁ କାଉଣ୍ଟର କଲେ ବିଜେପି ନେତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos