5T ଅଧ୍ୟକ୍ଷ ବିରୋଧୀଙ୍କୁ ଅନ୍ଧ କହିବା ପ୍ରସଙ୍ଗରେ ବିଜେପିର ପ୍ରତିକ୍ରିୟା

  • Published: Monday, 18 December 2023
  • , Updated: 18 December 2023, 04:28 PM IST

ବିରୋଧୀଙ୍କୁ 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ କଟାକ୍ଷ ଘଟଣା । ରବିବାର ଗଞ୍ଜାମ ଛତ୍ରପୁର ସୁନ୍ଦରେଶ୍ୱର ମନ୍ଦିର ସଭାମଞ୍ଚରେ ବିରୋଧୀଙ୍କୁ କଟାକ୍ଷ କରିଥିଲେ ପାଣ୍ଡିଆନ। ଏହାକୁ ନେଇ ପାଣ୍ଡିଆନଙ୍କୁ କାଉଣ୍ଟର କଲେ ବିଜେପି ନେତା।

Related story