ରାଜ୍ୟସଭାରେ ୯୦ ତଳକୁ ଖସିଲା ବିଜେପି

ରାଜ୍ୟସଭାରେ ସଦସ୍ୟ କମିବାକୁ ନେଇ ଚିନ୍ତାରେ ବିଜେପି, ସଂଖ୍ୟାଗରିଷ୍ଠତାରୁ ଦୂରରେ ରହିଛି ଭାରତୀୟ ଜନତା ପାର୍ଟି ।

Manoj Swain
  • Published: Wednesday, 17 July 2024
  • Updated: 17 July 2024, 04:13 PM IST

Sports

Latest News

ରାଜ୍ୟସଭାରେ ସଦସ୍ୟ କମିବାକୁ ନେଇ ଚିନ୍ତାରେ ବିଜେପି, ସଂଖ୍ୟାଗରିଷ୍ଠତାରୁ ଦୂରରେ ରହିଛି ଭାରତୀୟ ଜନତା ପାର୍ଟି । ରାଜ୍ୟସଭାରେ ବିଜେପିର ଆସନ ସଂଖ୍ୟା ୮୬କୁ ଖସିଛି। ଗୁରୁତ୍ବପୂର୍ଣ୍ଣ ବିଲ୍ ପାସ ପାଇଁ ଅନ୍ୟର ସାହାଯ୍ୟ ନେବାକୁ ପଡ଼ିବ, ମନୋନୀତ 4 ସାଂସଦଙ୍କ କାର୍ଯ୍ୟକାଳ ସରିବା ପରେ ବଢ଼ିଲା ଅଡୁଆ । ବିଜେପିର ସଂଖ୍ୟା କମୁଥିବାବେଳେ ଖେଳିବ କି ବିଜେଡି ? ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos