ରାଜ୍ୟସଭାରେ ୯୦ ତଳକୁ ଖସିଲା ବିଜେପି

  • Published: Wednesday, 17 July 2024
  • , Updated: 17 July 2024, 04:13 PM IST

ରାଜ୍ୟସଭାରେ ସଦସ୍ୟ କମିବାକୁ ନେଇ ଚିନ୍ତାରେ ବିଜେପି, ସଂଖ୍ୟାଗରିଷ୍ଠତାରୁ ଦୂରରେ ରହିଛି ଭାରତୀୟ ଜନତା ପାର୍ଟି । ରାଜ୍ୟସଭାରେ ବିଜେପିର ଆସନ ସଂଖ୍ୟା ୮୬କୁ ଖସିଛି। ଗୁରୁତ୍ବପୂର୍ଣ୍ଣ ବିଲ୍ ପାସ ପାଇଁ ଅନ୍ୟର ସାହାଯ୍ୟ ନେବାକୁ ପଡ଼ିବ, ମନୋନୀତ 4 ସାଂସଦଙ୍କ କାର୍ଯ୍ୟକାଳ ସରିବା ପରେ ବଢ଼ିଲା ଅଡୁଆ । ବିଜେପିର ସଂଖ୍ୟା କମୁଥିବାବେଳେ ଖେଳିବ କି ବିଜେଡି ? ଦେଖନ୍ତୁ ପୂରା ରିପୋର୍ଟ। 

Related story