BJP Slams BJD\'s Atanu Sabyasachi for His Remarks On Haridaspur-Paradip Railway Line | OR
ତେଜିଲା ପାରଦୀପ-ହରିଦାସପୁର ରେଳ ଲାଇନ୍ ଶ୍ରେୟ ରାଜନୀତି। ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ଜବାବ ଦେଇଛି ବିଜେପି। ହରିଦାସପୁର- ପାରାଦୀପ ରେଳ ଲାଇନ୍ର ପୂରା ହିସାବ ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା ଓ ଜିଲ୍ଲା ଉପସଭାପତି ସଞ୍ଜୟ ରଥ। ଉଭୟ କହିଛନ୍ତି, ବିଜେଡି ସରକାର କେବଳ ଭୁଆଁ ବୁଲାଉଛି। ୨୦୦୯-୧୦ ମସିହାରେ ବୈଜୟନ୍ତ ପଣ୍ଡା ରେଳ ମନ୍ତ୍ରାଳୟ, ପୂର୍ବତଟ ରେଳବାଇ ଓ ମୁଖ୍ୟ ଶାସନ ସଚିବଙ୍କ ସହିତ ବାରମ୍ୱାର ଆଲୋଚନା କରିଥିଲେ। ଯେଉଁଥିପାଇଁ ପ୍ରକଳ୍ପ କାର୍ଯ୍ୟ ତ୍ଵରାନିତ ହୋଇଥିଲା। ତେବେ ଏହାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ଅଧିକ କଣ କହିଛନ୍ତି ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
