Advertisment

ଅତନୁ ସବ୍ୟସାଚୀ ନାୟକଙ୍କୁ ଜବାବ ଦେଇଛି ବିଜେପି

୨୦୦୯-୧୦ ମସିହାରେ ବୈଜୟନ୍ତ ପଣ୍ଡା ରେଳ ମନ୍ତ୍ରାଳୟ, ପୂର୍ବତଟ ରେଳବାଇ ଓ ମୁଖ୍ୟ ଶାସନ ସଚିବଙ୍କ ସହିତ ବାରମ୍ୱାର ଆଲୋଚନା କରିଥିଲେ। ଯେଉଁଥିପାଇଁ ପ୍ରକଳ୍ପ କାର୍ଯ୍ୟ ତ୍ଵରାନିତ ହୋଇଥିଲା।

ଅଦ୍ୟତନ ହୋଇଛି
Advertisment

ତେଜିଲା ପାରଦୀପ-ହରିଦାସପୁର ରେଳ ଲାଇନ୍ ଶ୍ରେୟ ରାଜନୀତି। ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ଜବାବ ଦେଇଛି ବିଜେପି। ହରିଦାସପୁର- ପାରାଦୀପ ରେଳ ଲାଇନ୍‌ର ପୂରା ହିସାବ ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା ଓ ଜିଲ୍ଲା ଉପସଭାପତି ସଞ୍ଜୟ ରଥ। ଉଭୟ କହିଛନ୍ତି, ବିଜେଡି ସରକାର କେବଳ ଭୁଆଁ ବୁଲାଉଛି। ୨୦୦୯-୧୦ ମସିହାରେ ବୈଜୟନ୍ତ ପଣ୍ଡା ରେଳ ମନ୍ତ୍ରାଳୟ, ପୂର୍ବତଟ ରେଳବାଇ ଓ ମୁଖ୍ୟ ଶାସନ ସଚିବଙ୍କ ସହିତ ବାରମ୍ୱାର ଆଲୋଚନା କରିଥିଲେ। ଯେଉଁଥିପାଇଁ ପ୍ରକଳ୍ପ କାର୍ଯ୍ୟ ତ୍ଵରାନିତ ହୋଇଥିଲା। ତେବେ ଏହାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Advertisment
Odisha Bjp Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe