Advertisment

'ବିଜେଡି ସରକାର ସମୟରେ ଚାଲିଥିଲା ଖୁଲମଖୁଲା ଦୁର୍ନୀତି'

ଏମିତି ଅନେକ ଅଫିସର ଯେଉଁମାନେ ଭି.କେ. ପାଣ୍ଡିଆନ ଇକୋ ସିଷ୍ଟମରେ କାମ କରୁଥିଲେ, ସେମାନେ ଏମିତି କୋଟି କୋଟି ଟଙ୍କା ଲୁଟ କରୁଥିଲେ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ।

author-image
Manoj Swain

ବିଜେଡି ସରକାର ସମୟରେ ଚାଲିଥିଲା ଖୁଲମଖୁଲା ଦୁର୍ନୀତି। ଭିଜିଲାନ୍ସ ଚଢ଼ଉ ବେଳେ ବିଜେଡି ସରକାରରେ ଚାଲିଥିବା ଦୁର୍ନୀତିର ପ୍ରମାଣ ମିଳୁଛି। ପୂର୍ବ ସରକାର ସମୟରେ ଚିଫ୍ ଇଞ୍ଜିନିୟର, ଆଡିସିନାଲ ଚିଫ୍‌ ଇଞ୍ଜିନୟର, ଓଏଏସ ଅଫିସର ମାନଙ୍କୁ ଧରୁନଥିଲା ଭିଜିଲାନ୍ସ। କେବଳ କିରାଣୀ ଓ ପିଅନଙ୍କ ଭଳି ଛୋଟ ମାଛକୁ ଧରୁଥିଲା ଭିଜିଲାନ୍ସ। କିନ୍ତୁ ଏବେ ବିଜେପି ସରକାର ସମୟରେ ପୁଲିସ ଆଇଆଇସି, ଚିଫ୍ ଇଞ୍ଜିନିୟର ଭଳି ବଡ ମାଛଙ୍କୁ ଧରୁଛି ଭିଜିଲାନ୍ସ। କିଛି ଏମିତି କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Vigilance Raid BjD Odisha