Advertisment

ତେରଚ୍ଛା ନୁହେଁ ଏବେ ସିଧା ବାଣ ମାରୁଛି ବିଜେପି

ଆଉ ତେରଚ୍ଛା ନୁହେଁ ଏବେ ସିଧା ବାଣ ମାରୁଛି ବିଜେପି। ଆୟକର ବିଭାଗ ଦ୍ୱାରା ଜବତ ୩୫୦ କୋଟି ଟଙ୍କା କାହାର ବୋଲି ପ୍ରଶ୍ନ କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

author-image
Manoj Swain

ଆଉ ତେରଚ୍ଛା ନୁହେଁ ଏବେ ସିଧା ବାଣ ମାରୁଛି ବିଜେପି। ଆୟକର ବିଭାଗ ଦ୍ୱାରା ଜବତ ୩୫୦ କୋଟି ଟଙ୍କା କାହାର ବୋଲି ପ୍ରଶ୍ନ କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। କହିଲେ, ଜବତ ଟଙ୍କା ମଦ ବେପାରୀଙ୍କର ନା ବିଜେଡି ପାଣ୍ଠିର। ସ୍ପଷ୍ଟୀକରଣ ଦିଅନ୍ତୁ, ଆଗାମୀ ନିର୍ବାଚନରେ ଏହି ଟଙ୍କା ବିଜେଡି ବାଣ୍ଟିଥାଆନ୍ତା। ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ଉଚିତ୍। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Advertisment
Bjp Odisha Manmohan Samal