Advertisment

'ଆଗାମୀ ନିର୍ବାଚନରେ ଜବତ ଟଙ୍କା ବିଜେଡି ବାଣ୍ଟିଥାଆନ୍ତା'

'ସରକାରଙ୍କ ହାତ ନଥିଲେ ଏତେ ଟଙ୍କା ରଖିବାର ସୁଯୋଗ କେଉଁଠୁ ମିଳିବ। ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ଉଚିତ୍'

Advertisment

IT ଦ୍ୱାରା ଜବତ ୩୫୦ କୋଟି ଟଙ୍କା କାହାର ବୋଲି ପ୍ରଶ୍ନ କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। କହିଲେ, ଜବତ ଟଙ୍କା ମଦ ବେପାରୀଙ୍କର ନା ବିଜେଡି ପାଣ୍ଠିର। ସ୍ପଷ୍ଟୀକରଣ ଦିଅନ୍ତୁ, ଆଗାମୀ ନିର୍ବାଚନରେ ଏହି ଟଙ୍କା ବିଜେଡି ବାଣ୍ଟିଥାଆନ୍ତା। ସରକାରଙ୍କ ହାତ ନଥିଲେ ଏତେ ଟଙ୍କା ରଖିବାର ସୁଯୋଗ କେଉଁଠୁ ମିଳିବ। ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ଉଚିତ୍। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Advertisment
Bjp Odisha Manmohan Samal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe