ଶ୍ରୀମନ୍ଦିର ରତ୍ନଭଣ୍ଡାର : ଗଜପତି ମହାରାଜାଙ୍କୁ ଭେଟି ଆଲୋଚନା କଲେ ବିଜେପି ଟିମ୍‌

ଗଜପତି ମହାରାଜ ଓ ଜଗତଗୁରୁ ଶଙ୍କରାଚାର୍ଯ୍ୟ ରତ୍ନଭଣ୍ଡାର ଖୋଲିବାକୁ ବାରମ୍ବାର କହିସାରିଛନ୍ତି । ରତ୍ନଭଣ୍ଡାର ଖୋଲିଲେ କୋଟିକୋଟି ଜଗନ୍ନାଥପ୍ରେମୀମାନଙ୍କ ଦ୍ୱନ୍ଦ୍ୱ ଦୂର ହେବ ।

BJP

ବିଜେପି ପ୍ରତିନିଧି ଦଳ ଗଜପତିଙ୍କୁ ଭେଟିବାକୁ ଯାଉଛନ୍ତି

Ordigital Desk
  • Published: Wednesday, 18 October 2023
  • Updated: 18 October 2023, 09:17 PM IST

Sports

Latest News

ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ତୁରନ୍ତ ଖୋଲାଯାଉ । ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଗଜପତି ମହାରାଜାଙ୍କଠୁ କୋଟି କୋଟି ଜଗନ୍ନାଥପ୍ରେମୀ ବହୁତ କିଛି ଆଶା ରଖିଛନ୍ତି । ରତ୍ନଭଣ୍ଡାର ଖୋଲାଯାଉ, ଅଳଙ୍କାର ଗଣନା ହେଉ ଓ ରତ୍ନଭଣ୍ଡାରର ସୁରକ୍ଷା କରାଯାଉ । ହାଇକୋର୍ଟ ଦେଇଥିବା ରାୟ ଅନୁସାରେ ସରକାର ପଦକ୍ଷେପ ନିଅନ୍ତୁ । ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ ପ୍ରତିନିଧି ଟିମ୍ ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଭେଟି ଏଭଳି ଚିନ୍ତା ବ୍ୟକ୍ତ କରିଛନ୍ତି ।

ଏ ସମ୍ପର୍କରେ ସୂଚନା ଦେଇ ବିଜେପି ନେତା ଶ୍ରୀ ମହାନ୍ତି କହିଛନ୍ତି ଯେ, ଗଜପତି ମହାରାଜା ହେଉଛନ୍ତିି ଆସ୍ଥା ଓ ବିଶ୍ୱାସର ପ୍ରତୀକ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଗଜପତି ମହାରାଜଙ୍କ ସହ ବିସ୍ତୃତ ଆଲୋଚନା କରାଗଲା । ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଗଜପତି ମହାରାଜଙ୍କଠାରୁ ରତ୍ନଭଣ୍ଡାର ଖୋଲାଯିବା ଏବଂ ସୁରକ୍ଷା ପ୍ରସଙ୍ଗରେ ତାଙ୍କଠୁ ଅଗଣିତ ଜଗନ୍ନାଥପ୍ରେମୀ ବହୁ ଆଶା ରଖିଛନ୍ତିି । ଶ୍ରୀମନ୍ଦିର କମିଟି ଗଠନ କରି ରତ୍ନଭଣ୍ଡାର ଖୋଲିବାକୁ ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗତ ଅଗଷ୍ଟ ୪ତାରିଖରେ କମିଟି ଗଠନ ପାଇଁ ରିଜୋଲ୍ୟୁସନ କରାଯାଇଥିଲା ଓ ସେପ୍ଟେମ୍ବର ୨୯ରେ  ଶ୍ରୀମନ୍ଦିର କମିଟି ଗଠନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଏବେ ପର୍ଯ୍ୟନ୍ତ କମିଟି ଗଠନ କରାଗଲା ନାହିଁ କି କୌଣସି ପଦକ୍ଷେପ ନେଲେ ନାହିଁ ରାଜ୍ୟ ସରକାର । ରତ୍ନଭଣ୍ଡାରକୁ ନେଇ ଅଗଣିତ ଜଗନ୍ନାଥପ୍ରେମ଼ୀଙ୍କ ମନରେ ଉତ୍କଣ୍ଠା ଓ ସନ୍ଦେହ ବୃଦ୍ଧି ହେଉଥିବାବେଳେ ରାଜ୍ୟ ସରକାରଙ୍କ ହେୟ ମନୋଭାବ ପୁଣି ଥରେ ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Also Read

ଗଜପତି ମହାରାଜ ଓ ଜଗତଗୁରୁ ଶଙ୍କରାଚାର୍ଯ୍ୟ ରତ୍ନଭଣ୍ଡାର ଖୋଲିବାକୁ ବାରମ୍ବାର କହିସାରିଛନ୍ତି । ରତ୍ନଭଣ୍ଡାର ଖୋଲିଲେ କୋଟିକୋଟି ଜଗନ୍ନାଥପ୍ରେମୀମାନଙ୍କ ଦ୍ୱନ୍ଦ୍ୱ ଦୂର ହେବ । ୧୯୭୮ ମସିହା ପରେ ଦୀର୍ଘ ୪୫ବର୍ଷ ଧରି ରତ୍ନଭଣ୍ଡାର ଖୋଲାଯାଇ ନାହିଁ । ରତ୍ନଭଣ୍ଡାର ସୁରକ୍ଷିତ ଅଛି ବୋଲି ଗଣମାଧ୍ୟମରେ ଶ୍ରୀମନ୍ଦିର ପ୍ରଶାସକ ଦୃଢୋ଼କ୍ତି ପ୍ରକାଶ କରୁଥିବାବେଳେ ଖୋଲିବାକୁ ନେଇ ଆନ୍ତରିକତା ଦେଖାଉ ନାହାନ୍ତିି କାହିଁକି ?

ଆଲୋଚନା ପ୍ରସଙ୍ଗରେ ସୂଚନା ଦେଇ ଶ୍ରୀ ମହାନ୍ତିି କହିଛନ୍ତିି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ଏକ କମିଟି ଗଠନ କରାଯାଇ ତୁରନ୍ତ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଗଜପତି ମହାରାଜାଙ୍କୁ ନିବେଦନ କରିଥିଲୁ । ରିଜୋଲ୍ୟୁସନ ମାଧ୍ୟମରେ ଗଜପତି ମହାରାଜ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି ଏବଂ ସେ ନିଜେ ବହୁ ଆଶାବାଦୀ ଅଛନ୍ତିି ବୋଲି ଗଜପତି ମହାରାଜ ପ୍ରତିନିଧିମଣ୍ଡଳୀଙ୍କୁ କହିଛନ୍ତି । ଏବେ ରତ୍ନଭଣ୍ଡାର ଖୋଲିବାର ସଂପୂର୍ଣ୍ଣ ଦାୟିତ୍ୱ ହେଉଛି ରାଜ୍ୟ ସରକାରଙ୍କର ଏବଂ କମିଟି ଗଠନ କରି ତୁରନ୍ତ ରତ୍ନଭଣ୍ଡାର ଖୋଲାଯାଉ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଯଦି ଧାର୍ଯ୍ୟ ସମୟସୀମା ମଧ୍ୟରେ କମିଟି ଗଠନ ନହୁଏ ତା’ହେଲେ ବିଜେପି ପୁଣିଥରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ମାମଲା ରୁଜୁ କରିବ ବୋଲି ସୂଚନା ଦେଇଛି । ଏହି ପ୍ରତିନିଧି ଦଳରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ମଧ୍ୟ ସାମିଲ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story