147 ଖଣ୍ଡ ଟିକେଟ୍ ବି କମ୍ ପଡ଼ିବ ଲକ୍ଷ୍ମୀପୁର ପାଇଁ !

ଦଳ ଏଥର ନୁଆଁ ମୁହଁ ଦେବ ନା ପୁରୁଣା ମୁହଁଙ୍କୁ ରିପିଟ କରିବ ତାକୁ ନେଇ ଦ୍ବନ୍ଦ୍ବ । କାରଣ ନୂଆ ପାଇଲେ, ପୁରୁଣା ମୁହଁ ଫୁଲାଇବେ।

Manoj Swain
  • Published: Tuesday, 13 February 2024
  • Updated: 13 February 2024, 02:30 PM IST

Sports

Latest News

ଲକ୍ଷ୍ମୀପୁର ବିଜେଡି ଟିକେଟ୍‌ ନେବାକୁ 6 ଆଶାୟୀ ଦେଖାଇଲେଣି ବଳ । ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ ନ କରିପାରିଲେ ବିଜେଡିରେ ବଡ଼ ବିସ୍ଫୋରଣ ହେବ ! ଟିକେଟ୍ ପାଇବା ଲୋଭରେ ଦଳ ଭିତରେ ପଶିଯାଇଛନ୍ତି ଅନେକ ଆଶାୟୀ । ଦଳ ଏଥର ନୁଆଁ ମୁହଁ ଦେବ ନା ପୁରୁଣା ମୁହଁଙ୍କୁ ରିପିଟ କରିବ ତାକୁ ନେଇ ଦ୍ବନ୍ଦ୍ବ । କାରଣ ନୂଆ ପାଇଲେ, ପୁରୁଣା ମୁହଁ ଫୁଲାଇବେ। କଂଗ୍ରେସର 3 ଆଶାୟୀ ଖାତା ଖୋଲିବାକୁ ଆଶା କରିଥିବାବେଳେ ବିଜେପିରୁ 2 ଆଶାୟୀ । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos