Advertisment

କୀର୍ତ୍ତନ କରି ବିଜେଡିର ଭୋଟ୍ ବ୍ୟାଙ୍କ ଭାଙ୍ଗିବ ବିଜେପି !

ଓଡ଼ିଶାର ୫୦ ହଜାର ଗାଁରେ ଛୋଟ ଛୋଟ ସଭା କରି କ୍ୟାମ୍ପେନ ମୁଡରେ ପ୍ରଚାର କରିବ ବିଜେପି।

author-image
Manoj Swain

ଗାଁରେ ବିଜେଡି ଗଢିଥିବା ମହିଳା ଭୋଟ ବ୍ୟାଙ୍କ ଉପରେ ବିଜେପିର ବଡ ଆଖି। ଗାଁ ଗାଁରେ ବିଜେପି ମହିଳା ବିଲ ନେଇ ପ୍ରଚାର କରିବାକୁ କରିଛି ବଡ ଯୋଜନା। ଓଡ଼ିଶାର ୫୦ ହଜାର ଗାଁରେ ଛୋଟ ଛୋଟ ସଭା କରି କ୍ୟାମ୍ପେନ ମୁଡରେ ପ୍ରଚାର କରିବ। ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ କାର୍ଡକୁ କଡ଼ା ଜବାବ ଦେବ ବିଜେପି ।

Advertisment
Odisha Bjp